ପ୍ରାକୃତିକ ପ୍ରେମ ଅର୍ଥାତ ପ୍ରକୃତ ଅର୍ଥରେ ଭଲପାଇବା ଦୃଷ୍ଟିରୁ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଂକ ଦ୍ବାରା ରାମସେତୁ ପ୍ରେମର ପ୍ରତିକସ୍ବରୁପ ବିଶ୍ବ ପାଇଁ ଏକ ବଳିଷ୍ଠ ଉଦାହରଣ l ଅନ୍ୟପଟରେ କେବଳ ହିଁ କେବଳ ଦୈହିକ ସୁଖାପାଇଁ ଜବରଦସ୍ତିଭାବେ ତିନିତିନୀଟା ପତ୍ନିଥାଇ ମଧ୍ୟ ଚତୁର୍ଥ ପତ୍ନୀ ଭାବେ ମୁମତାଜ଼ ର ବାପାକୁ ବଦ୍ଧକରୀ କୋଟି କୋଟି ହିନ୍ଦୁ ସମାଜର ଆସ୍ଥା "ତେଜୋମହାଳୟ" ନାମକ ଶିବମନ୍ଦିର କୁ ଧ୍ବଂଶ କରି ଯିଏ ତାଜମହଲ କରିଛି ଓ ଯେଉଁ ତାଜମହଲର ଅନେକ ଗୃହ ଆଜିବି ଗୁପ୍ତରହସ୍ୟ ମଧ୍ୟରେ ତାଲାପଡିରହିଛି ଓ ଅନେକାଂଶରେ ହିନ୍ଦୁ ମନ୍ଦିରଥିବାର ସୁଚନାବି ମିଳିସାରିଛି ତାପରେ ମଧ୍ୟ ମମତାଜର ମୃତ୍ୟୁପରେ ସlହାଜାଆନ ଟା ଭଉଣୀକୁ ଦୈହିକ ସୁଖାପାଇଁ ପଂଚମ ପତ୍ନୀ ଭାବେ ଗ୍ରହଣକରିଛି l ତାପରେବୀ ଯଦି ତାଜମହଲକୁ ପ୍ରେମର ଉଦାହରଣ କରାଯାଏ ଏହା ପ୍ରେମ ଶବ୍ଦପାଇଁ ଏକ ବିରାଟ କଳଂକ ll
Tuesday, 30 August 2016
ଛୋଟେ ଛୋଟେ ସଂସ୍କାରୋସେ ବାତ ବଡି ବନଜାତିହେ
ଛୋଟେ ଛୋଟେ ସଂସ୍କାରୋସେ ବାତ ବଡି ବନଜାତିହେ
ମନ୍ତ୍ର ଛୋଟା ରୀତ ନୟୀ ଆସାନ ହମନେ ପାଇହେ
ଛୋଟେ ଛୋଟେ ସଂସ୍କାରୋସେ ବାତ ବଡି ବନଜାତିହେ
ମନ୍ତ୍ର ଛୋଟା ରୀତ ନୟୀ…............
ବାତେ କରନେ ସେ କ୍ୟା ହୋତା ନିୟମିତ ହୋନା ପଡତାହେ
ନିୟମିତ ଶାଖା ଜାତେ ଜାତେ ଅନୁଶାସନ ଫିର ଆତାହେ
ଅନୁଶାସନହି ସଂସ୍କାରୋକା ପଂଖ୍ହ ଖୋଲା କର ଦେତି ହେ
ଛୋଟେ ଛୋଟେ ସଂସ୍କାରୋସେ ବାତ ବଡି ବନଜାତିହେ
ମନ୍ତ୍ର ଛୋଟା ରୀତ ନୟୀ ..................
ଶାଖାମେ ହମ ଏସେ ଖେଲେ ଜିସସେ ପ୍ରେମ ଉମଡତାହୋ
କୁଛ ବୌଦ୍ଧିକ ହୋ ଗୀତ ଗାନ ହୋ ଧର୍ମ ଜ୍ଞାନକି ଚର୍ଚ୍ଚା ହୋ
ଭାଗବା ଧ୍ୱଜ ହୋ ନିତ୍ୟ ସାମନେ ତ୍ୟାଗ ଭାବନା ପଲତି ହେ
ଛୋଟେ ଛୋଟେ ସଂସ୍କାରୋସେ ବାତ ବଡି ବନଜାତିହେ
ମନ୍ତ୍ର ଛୋଟା ରୀତ ନୟୀ ..................
ସୁଖ ଦୁଃଖମେ ହମ ସାଥ ରହେ ପରିବାର ରହେ ହର ସମ୍ପର୍କିତ
ୟହ ସମାଜ ମେରା ଆପନାହେ ପ୍ରେମ ଭାବନା ହୋ ଅଙ୍କିତ
ଗୁରୁପୂଜା ହୋ ଶ୍ରଦ୍ଧାସେ ବିସ୍ତାର ତପସ୍ୟା ହୋତିହେ
ଛୋଟେ ଛୋଟେ ସଂସ୍କାରୋସେ ବାତ ବଡି ବନଜାତିହେ
ମନ୍ତ୍ର ଛୋଟା ରୀତ ନୟୀ...................
ବୀର ଶୁତୋକେ ଦିବ୍ୟ ତେଜସେ ଭୂପର ତାରାନଗଣ ଆୟେ
ଜଗତ ନିରାମୟେ କରନେ ହେତୁ ସେବା ବ୍ରତ ହମ ଆପନାଏ
ଇସି ମନ୍ତ୍ରସେ ଇସି ତନ୍ତ୍ରସେ ବିଶ୍ଵଧର୍ମ ଜୟ ହୋତିହେ
ଛୋଟେ ଛୋଟେ ସଂସ୍କାରୋସେ ବାତ ବଡି ବନଜାତିହେ
ମନ୍ତ୍ର ଛୋଟା ରୀତ ନୟୀ ଆସାନ ହମନେ ପାଇହେ
ଛୋଟେ ଛୋଟେ ସଂସ୍କାରୋସେ ବାତ ବଡି ବନଜାତିହେ
ମନ୍ତ୍ର ଛୋଟା ରୀତ ନୟୀ....................
ମନ୍ତ୍ର ଛୋଟା ରୀତ ନୟୀ ଆସାନ ହମନେ ପାଇହେ
ଛୋଟେ ଛୋଟେ ସଂସ୍କାରୋସେ ବାତ ବଡି ବନଜାତିହେ
ମନ୍ତ୍ର ଛୋଟା ରୀତ ନୟୀ…............
ବାତେ କରନେ ସେ କ୍ୟା ହୋତା ନିୟମିତ ହୋନା ପଡତାହେ
ନିୟମିତ ଶାଖା ଜାତେ ଜାତେ ଅନୁଶାସନ ଫିର ଆତାହେ
ଅନୁଶାସନହି ସଂସ୍କାରୋକା ପଂଖ୍ହ ଖୋଲା କର ଦେତି ହେ
ଛୋଟେ ଛୋଟେ ସଂସ୍କାରୋସେ ବାତ ବଡି ବନଜାତିହେ
ମନ୍ତ୍ର ଛୋଟା ରୀତ ନୟୀ ..................
ଶାଖାମେ ହମ ଏସେ ଖେଲେ ଜିସସେ ପ୍ରେମ ଉମଡତାହୋ
କୁଛ ବୌଦ୍ଧିକ ହୋ ଗୀତ ଗାନ ହୋ ଧର୍ମ ଜ୍ଞାନକି ଚର୍ଚ୍ଚା ହୋ
ଭାଗବା ଧ୍ୱଜ ହୋ ନିତ୍ୟ ସାମନେ ତ୍ୟାଗ ଭାବନା ପଲତି ହେ
ଛୋଟେ ଛୋଟେ ସଂସ୍କାରୋସେ ବାତ ବଡି ବନଜାତିହେ
ମନ୍ତ୍ର ଛୋଟା ରୀତ ନୟୀ ..................
ସୁଖ ଦୁଃଖମେ ହମ ସାଥ ରହେ ପରିବାର ରହେ ହର ସମ୍ପର୍କିତ
ୟହ ସମାଜ ମେରା ଆପନାହେ ପ୍ରେମ ଭାବନା ହୋ ଅଙ୍କିତ
ଗୁରୁପୂଜା ହୋ ଶ୍ରଦ୍ଧାସେ ବିସ୍ତାର ତପସ୍ୟା ହୋତିହେ
ଛୋଟେ ଛୋଟେ ସଂସ୍କାରୋସେ ବାତ ବଡି ବନଜାତିହେ
ମନ୍ତ୍ର ଛୋଟା ରୀତ ନୟୀ...................
ବୀର ଶୁତୋକେ ଦିବ୍ୟ ତେଜସେ ଭୂପର ତାରାନଗଣ ଆୟେ
ଜଗତ ନିରାମୟେ କରନେ ହେତୁ ସେବା ବ୍ରତ ହମ ଆପନାଏ
ଇସି ମନ୍ତ୍ରସେ ଇସି ତନ୍ତ୍ରସେ ବିଶ୍ଵଧର୍ମ ଜୟ ହୋତିହେ
ଛୋଟେ ଛୋଟେ ସଂସ୍କାରୋସେ ବାତ ବଡି ବନଜାତିହେ
ମନ୍ତ୍ର ଛୋଟା ରୀତ ନୟୀ ଆସାନ ହମନେ ପାଇହେ
ଛୋଟେ ଛୋଟେ ସଂସ୍କାରୋସେ ବାତ ବଡି ବନଜାତିହେ
ମନ୍ତ୍ର ଛୋଟା ରୀତ ନୟୀ....................
ଅଯଥା ଅପପ୍ରଚାର l
ହଁ ! ସର୍ବପ୍ରଥମେ ମୁଁ
ଜଣେ ସାଧାରଣ ମାଟିର ମଣିଷ ! ହେଲେ ତିଆରି କରିପାରୁଛି ଅସାଧାରଣ ବ୍ୟକ୍ତିତ୍ବ ! ମୁଁ ତ ବର୍ତ୍ତମାନ,
ହେଲେ ଗଢି ତୋଳିପାରୁଛି ଅନେକ ଅକୁହା ଅଦେଖା ଅମୁଲ୍ୟ ଭବିଷ୍ୟତ ଅର୍ଥାତ୍ ସର୍ବୋପରି ସମାଜ ଓ ରାଷ୍ଟ୍ରର
ଉତ୍ତରୋତ୍ତର ଦାୟାଦ ମୋରି ଏଇ ହାତର ଅଂକିତ ତୁଳିରେ l ମୋରି ଶିକ୍ଷା ଓ ସଂସ୍କାର ରୁପି ପାହାଚରେ
ଅନେକ ସ୍ମୃତି ଲେଖାଯାଇଛି, ହାରିଛି, ଜିତିଛି ପୁଣି
ସଂଘର୍ଷ କରି ଇତିହାସବି ପାଲଟିଛି ମାତ୍ର ମୋର ପରିଚୟ ସ୍ଥିର ବ୍ୟତିରେକ ମୋର ଶରୀର କେବଳ କ୍ଷଣସ୍ଥାୟୀ
l ଦ୍ରୋଣାଚାର୍ଯ୍ୟ ପୁଣି ଚାଣକ୍ୟ ଅଥବା ଗୁରୁରୁପି ଶିକ୍ଷକ l
ସତ କଥା ହେଲା ଭଣ୍ଡ ଯେତେ ଦାମିକିଆ ଗେରୁଆ ପିନ୍ଧି ନାଚିଲେବୀ କେବେ ବାବା ହେଇପାରିବନୀ ଆଉ ବାବା କେବେ ଭଣ୍ଡ ନୁହନ୍ତି କେବଳ ଆମ କୁପମଣ୍ଡୁକାମୀ ସଦଗୁଣ ବିକୃତିର ପରିଚୟ ଯେ ସବୁ ଭଲକୁ ଭେଲ ଓ ସବୁ ଭେଲକୁ ଭଲ କରି ନିଜ ବିକୃତିକୁ ପ୍ରକୃତି ସହ ଜବରଦସ୍ତି ଯୋଡିବା ଓ ନାଁ କମେଇବା ତଥା କିଛି ସବ୍ଦ ଯୋଡା ଯୋଡି କରି ଏକ ବିଶେଷ ବର୍ଗ ବା ବିଶ୍ବାଶକୁ ଆଘାତ ଦେବା l କିଛି ବର୍ଗବିଶେଷ, କିଛି ରାଜନୈତିକ ବ୍ୟକ୍ତି, କିଛି ଟିଭି ଚାନେଲ୍ ବାଲା ଓ ନିଜ ସ୍ବାର୍ଥ ଉଦ୍ଦେସ୍ୟରେ ଅଧିକରୁ ଅଧିକ ମାତ୍ରାରେ ଅପପ୍ରଚାର କରିଚାଲିଛନ୍ତି l କବିସୁର୍ଯ୍ୟ ବଲଦେବଂକ ସେ ପଦ ହେଲା " ଦେହେ ମନ୍ଦାକିନୀ ରଜ ଲଗାଇ l ଗ୍ରାମସୁକର କି ହୋଇବ ଗାଈ ll " ଆରେ ବଦ୍ଧ ମୁର୍ଖ ! ଯେଉଁ ଭଣ୍ଡ କୁହେ ରାତାରାତି ବଡଲୋକ କରିଦେବ, ବିବାହ କରେଇଦେବ, ପିଲା କରେଇଦେବ, ଅମକ ଢମକ କରି ସବୁ ମନକଥା ରାତାରାତି ପୁରଣ କରେଇଦେବ ସେ ଭଣ୍ଡ ପାଖକୁ ତ ମନ୍ଦ ଉଦ୍ଦେସ୍ୟ ବାଲାହିଁ ଯାଉଛନ୍ତି ଓ ସେମାନନ୍କୁ ମାଲାମାଲ୍ କରୁଛନ୍ତି ପୁଣି ଧରାପଡିଲେ ଧର୍ମ, ବିସ୍ବାଶକୁ ନିନ୍ଦୁଛନ୍ତି l ଆଉ ଏହି ବିଷୟରେ ଚର୍ଚା, ଆଲୋଚନା ଓ ସମାଲୋଚନା କରୁଥିବା ମୁର୍ଖ କେବେବି ହିନ୍ଦୁ, ହିନ୍ଦୁ ଧର୍ମ, ହିନ୍ଦୁ ବାବା, ହିନ୍ଦୁତ୍ବ, ପୁଜା ପଦ୍ଧତି, ହିନ୍ଦୁ ରୀତି ନୀତି, ସଂସ୍କାର୍, ସେବା କୁ କେବେବି ଜାଣି ନଥାଏ କି ଆଚରଣରେ ମଧ୍ୟ ନଥାଏ ମାତ୍ର ଭୁଲରେ ହେଉ କି ଠିକରେ ହେଉ ଯଦି ସାମ୍ନାରେ ଆସିଯାଏ ତେବେତ ଭଲ ଖୋରାକ ମିଲିଜାଏ ଓ ସେ ଜଣେ ବିଖ୍ୟାତ ଧର୍ମ ଠିକାଦାର୍ ବୋଲି ପରିଚୟଦିଏ l ଯେଉଁ ହିନ୍ଦୁଧର୍ମ, ହିନ୍ଦୁ ବିଚାର, ହିନ୍ଦୁ ବିର ଓ ହିନ୍ଦୁତ୍ବ ସାରା ବିଶ୍ବରେ ଶ୍ରେଷ୍ଠ ଓ ପାଶ୍ଚାତ୍ୟ ଦେଶ ଆଜି ହିନ୍ଦୁଧର୍ମକୁ ଆପଣଉଛି ଓ ପ୍ରଚାର ପ୍ରଶାର କରୁଛି ମାତ୍ର ଆପଣା ସୁନା ଏଠି ଭେଣ୍ଡି ହେଇଯାଉଛି l ଏହାର ଅର୍ଥ କେତେଯେ କଧର୍ଯ୍ୟ ଜାଣିବାଲୋକ କେବଳ ଜାଣିପାରିବେ l ଉଦାହରଣ ଆମ ପଡୋଶୀ ଶତ୍ରୁ ଆମ ଦେଶକୁ ଆମ ସୈନ୍ୟବାହିନୀ ବେଶରେ ଆତଂକବାଦୀ ପ୍ରବେସ କରାଉଛନ୍ତି ତା ଅର୍ଥ କଣ ଆମ ସେନାମାନେ ଆତଂକବାଦୀ ? ସେମିତି ସେନା ବେଶଧାରୀ ଆତଂକବାଦୀ ଯେମିତି ସବୁବେଳେ ଆତଂକବାଦୀ ଗେରୁଆବେଶଧାରୀ ଭଣ୍ଡ ମାନେ ସବୁବେଳେ ଭଣ୍ଡ l ଯେଉଁମାନେ ହିନ୍ଦୁ ଧର୍ମ ବା ହିନ୍ଦୁ ବାବାମାନଂକ ଉଦ୍ଦେଶ୍ୟରେ ଆଘାତ ଦେବାଭଳି ଶବ୍ଦସବୁ ପ୍ରୟୋଗ କରୁଛନ୍ତି ସେମାନେ ନିଜ କୁଳ, ପୁର୍ବପୁରୁଷ ତଥା ପିତୃପୁରୁଶଂକୁ ଅପମାନ କରିବା ସହ ସମାନ ଯେପରି ସେମାନେ ନଭୁଲନ୍ତି ଓ ବିଧର୍ମୀ ଠିକାଦାର୍ ଓ ଅପପ୍ରଚାର କରୁଥିବା ମୁର୍ଖମାନନ୍କୁ ସଠିକ୍ ଉତ୍ତର ମିଳିବା ଦରକାର l
Subscribe to:
Comments (Atom)